Download Now Banner

This browser does not support the video element.

ବଲାଙ୍ଗୀର: ଜିଲ୍ଲାରେ ଭାରି ବର୍ଷା ସହ ବଜ୍ରପାତର ସତର୍କ ସୂଚନା, 30-40 କି.ମି. ବେଗରେ ପବନ ବହିବାର ଅନୁମାନ ଜିଲ୍ଲାକୁ ୟେଲୋ ୱାର୍ଣିଂ

Balangir, Balangir | Sep 7, 2025
ବଲାଙ୍ଗୀର ପାଣିପାଗ ସୂଚନା ବଲାଙ୍ଗୀର ଜିଲ୍ଲା ପାଇଁ ଆଜି ଭାରତୀୟ ପାଣିପାଗ ବିଭାଗ ଭୁବନେଶ୍ୱର କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଜିଲ୍ଲାର କିଛି ସ୍ଥାନରେ ଭାରି ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି।ତେଣୁ ଜିଲ୍ଲା କୁ ଆଜି ଅପରାହ୍ନ ୨ଟା ସମୟ ରେ ୟେଲୋ ୱାର୍ଣିଂ ଜାରି କରା ଯାଇଛି ସେଥିପାଇଁ 30-40 କି.ମି. ପର୍ଯ୍ୟନ୍ତ ବେଗରେ ପବନ ବହିବା ଅନୁମାନ ରହିଛି।ସତର୍କତାରେ ରୁହନ୍ତୁ, ଖୋଲା ଜାଗାରେ ନ ରୁହନ୍ତୁ, ଗଛ ତଳେ ଆଶ୍ରୟ ନେବାରୁ ବଚନ୍ତୁ, ଏବଂ ସୁରକ୍ଷିତ ସ୍ଥାନରେ ରୁହିବାକୁ ପାଣିପାଗ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।
Read More News
T & CPrivacy PolicyContact Us