Download Now Banner

This browser does not support the video element.

ଛତ୍ରପୁର: ଗ୍ୟାସ ସିଲିଣ୍ଡର ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତକୁ ସିଟି ହସ୍ପିଟାଲ ନିକଟରୁ ଗିରଫ କଲା ବ୍ରହ୍ମପୁର ଟାଉନ୍ ଥାନା ପୋଲିସ

Chhatrapur, Ganjam | May 14, 2025
ଗ୍ୟାସ ସିଲେଣ୍ଡର ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିବା ଅଭିଯୋଗରେ ଟାଉନ ଥାନା ପୁଲିସ ବୁଧବାର ଅପରାହ୍ନରେ ଜଣେ ଅଭିଯୁକ୍ତକୁ ସିଟି ହସ୍ପିଟାଲ ନିକଟରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧାର ସଞ୍ଜୟ ସୁବୁଦ୍ଧି ଓରଫ ଚିଣ୍ଟୁ।ଅଭିଯୁକ୍ତ ସଞ୍ଜୟଙ୍କ ଠାରୁ ଚୋରି ଗ୍ୟାସ ସିଲେଣ୍ଡର ସମେତ ଅନନ୍ୟା ସାମଗ୍ରୀ ଉଦ୍ଧାର କରିଛି ପୋଲିସ ।
Read More News
T & CPrivacy PolicyContact Us