Download Now Banner

This browser does not support the video element.

ଜୟପୁର: ବିଜେ 2ରେ ବିବାହିତ ଯୁବକଙ୍କ ଆତ୍ମହତ୍ୟା,ପୁଲିସକୁ ସୂଚନା ନ ଦେଇ ପରିବାର ଲୋକ ଶବକୁ ଦାହ

Jeypore, Koraput | Sep 10, 2025
ଜୟପୁର ସଦରଥାନା ବିଜେ-୨ ଗ୍ରାମରେ ଜଣେ ବିବାହିତ ଯୁବକ ବେକରେ ଦୌଡି ଦେଇ ନିଜ ଗୃହରେ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ପରିବାର କିମ୍ବା ଗ୍ରାମବାସୀ ପୁଲିସକୁ ସୂଚନା ନ ଦେଇ ମୃତକଙ୍କ ଶବକୁ ଦାହ କରିଛନ୍ତି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ରାତ୍ର 8ଟାରେ ସଦର ଥାନା ଅଧିକରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି l ପୁଲିସ ସୂଚନା ପାଇବା ପରେ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ଏବଂ ଏତଲା ଦେବାକୁ କହିଥିଲେ । କିନ୍ତୁ ପରିବାର ପକ୍ଷରୁ ଏତଲା ଦେବାକୁ ଆଗ୍ରହ ପ୍ରକାଶ କରିନଥିଲେ କିମ୍ବା କାହା ବିରୋଧରେ ଅଭିଯୋଗ କରିନଥିଲେ ।
Read More News
T & CPrivacy PolicyContact Us