Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ମାଲ ଗାଡିରେ ମାଲ ନେଇକି ଆସୁଥିଲେ ପୁରୀକୁ କଣାସ ଠାରେ ଗାଡିର ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା l ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି l
Puri M, Puri | Oct 5, 2025
ମାଲ ଗାଡିରେ ମାଲ ନେଇକି ଆସୁଥିଲେ ପୁରୀକୁ କଣାସ ଠାରେ ଗାଡିର ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା l ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି l ଘଟଣା ସ୍ଥଳରେ ଓଲଟି ଥିଲା ମାଲ ଗାଡି l ଦୁଇ ଜଣ ଗୁରୁତର ଆହତ ହୋଇ ମେଡିକାଲ ରେ ଭର୍ତି l ଘଟଣା ସ୍ଥଳରେ ଆଇନ ଯିବି ପହଂଚି ଉଦ୍ଧାର କଲେ ଦୁହିଁଙ୍କୁ l ପରେ ତାଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ପଠାଇ ଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!