ବରଗଡ: ବିକାସ ସ୍କୁଲ ନିକଟ ଆମସଢ଼ା ରାସ୍ତାରେ 10 ଜଣ ଯୁବକଙ୍କୁ କାବୁ କରି ଗ୍ରାମାଞ୍ଚଳ ପୋଲିସ ଜିମାରେ ଦେଲା ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ