Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଯାଜପୁର ଓ ମୟୂରଭଞ୍ଜ ରୁ ଚୋରି ବୋଲେରୁ ତାମୁଳିଆ ଓଭରବ୍ରିଜ୍ ତଳୁ ଉଦ୍ଧାର

Baleshwar M, Balasore | Sep 3, 2025
ଯାଜପୁର ଓ ମୟୂରଭଞ୍ଜ ରୁ ଚୋରି ହୋଇଥିବା ବୋଲେରୁ ତାମୁଳିଆ ଓଭରବ୍ରିଜ୍ ତଳୁ ଡ୍ରାଇଭର ମହାସଂଘ , ବାଲେଶ୍ବର ଶାଖା ଦ୍ଵାରା ଉଦ୍ଧାର କରାଯାଇଛି। ଏଥିସହିତ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଧବାର ଦିନ ୪ଘଟିକାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
Read More News
T & CPrivacy PolicyContact Us