This browser does not support the video element.
କୋଟପାଡ: ମାଲଦା ଗ୍ରାମରେ ଡ଼ାଇରିଆକୁ ନେଇ ଲୋକେ ଆତଙ୍କିତ, ଗାଁରେ ପହଞ୍ଚିଲେ ସ୍ଥାନୀୟ ବିଧାୟକ
Kotpad, Koraput | Jul 30, 2025
ମେଡ଼ିକାଲ ଟିମ ଗାଁ ରେ ପହଂଚି ଅନୁଧ୍ୟାନ କରୁଛି।ବୋରିଗୁମ୍ମା ମାଲଦା ଗାଁ ରେ ଗତ ଦୁଇ ଦିନ ହେବ ତିନି ଚାରି ଜଣଙ୍କୁ ଅଳ୍ପ ଝାଡ଼ା ହେଉଥିବା ବେଳେ ସେହି ଗାଁ ରେ ଗତ କିଛି ଦିନତଳେ ଝାଡ଼ା ବାନ୍ତିରେ ମୃତ୍ୟୁ ହୋଇଥିବା ଆଶଙ୍କା କରି ଭୟଭୀତ ହୋଇ ରହିଥିଲେ।ଆଜି ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ବୋରିଗୁମ୍ମା ବ୍ଲକ ଷ୍ଟାଫ, ଏ ଏନ ଏମ ଏବଂ ଟିମ ଗାଁ ରେ ପହଂଚି ଘରକୁ ଘର ବୁଲି ଲୋକଙ୍କ ସହ ଆଲୋଚନା କରିଥିଲେ।