This browser does not support the video element.
ସୁକିନ୍ଦା: ଖରସ୍ରୋତା ମହବିଦ୍ୟାଳୟରେ ଧାରଣାରେ ବସିଲେ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ
Sukinda, Jajpur | Aug 22, 2025
ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ଆହ୍ବାନରେ ବିଭିନ୍ନ ଦାବି ନେଇ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଖରସ୍ରୋତା ମହାବିଦ୍ୟାଳୟର ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଥିବା 22 ତାରିଖ ଶୁକ୍ରବାର ଦିବା 2 ଘଟିକା ସମୟରେ ଦେଖିବାକୁ ମିଳିଛି | ଏହି ଧାରଣାରେ 25ରୁ ଉଦ୍ଧ ଟିଚିଙ୍ଗ ଓ ନଟିଙ୍ଗ ଷ୍ଟାପ ମାନେ ସାମିଲ ହୋଇଛନ୍ତି | ଫଳରେ ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି |