This browser does not support the video element.
ରାଇରଙ୍ଗପୁର ସହର: କୁମୁଡାଶୋଳ ଗାଁରେ କୀଟନାଶକ ଖାଇ ମହିଳା ଗୁରୁତର
Rairangpur Town, Mayurbhanj | Sep 20, 2024
ଗତକାଲି ରାତ୍ରି ସମୟ ବାଦାମପାହାଡ଼ ଥାନା ଅଞ୍ଚଳ କୁମୁଡାଶୋଳ ଗାଁରେ ପରିବାରିକ ବିବାଦ ଫଳରେ ଜଣେ ମହିଳା ସବିତା ହାଁସଦା(୩୦) ଘରେ ଥିବା କୀଟନାଶକ ଖାଇ ଦେଇଥିଲା। ତାଙ୍କୁ ପରିବାର ଲୋକ ମାନେ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସୂଚନା ପରେ ଆଜି ସକାଳ ୧୦ ଟା ସମୟ ବାଦାମ ପାହାଡ଼ ଥାନା ପୁଲିସ ଡାକ୍ତରଖାନା କୁ ପହଂଚି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।