Download Now Banner

This browser does not support the video element.

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା କୁକୁଡାଖଣ୍ଡି ବ୍ଲକର ଜଗଦଲପୁର ଗ୍ରାମ ରେ ଏକ ବୁଲା ଷଣ୍ଢ ଆତଙ୍କ ଦେଖାଦେଇଛି ।

Digapahandi, Ganjam | Sep 29, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା କୁକୁଡାଖଣ୍ଡି ବ୍ଲକର ଜଗଦଲପୁର ଗ୍ରାମ ରେ ଏକ ବୁଲା ଷଣ୍ଢ ଆତଙ୍କ ଦେଖାଦେଇଛି । ଏକ ବୁଲା ଷଣ୍ଢ ମାଡରେ ମଧ୍ଯ ଦୁଇଜଣ ସାମାନ୍ଯ ଆହତ ହୋଇଥିବା ଜଣାପଡିଛି । ଏ ନେଇ ଆଜି ଦିନ 12 ଘଣ୍ଟ ସମୟରେ ଏହି ଘଟଣା ଘଟିଥିବା ଜଣାପଡିଛି ।
Read More News
T & CPrivacy PolicyContact Us