Install App
manassahu922
This browser does not support the video element.
ରେଙ୍ଗାଲି: ବଙ୍ଗାଳିପଡା ଓ ଦଳଦଳିପଡାରେ ଅନୁଷ୍ଠିତ ଦୁର୍ଗାପୂଜା ମଣ୍ଡପକୁ ଯାଇ ମା'ଙ୍କ ଦର୍ଶନ କଲେ ବିଧାୟକ ସୁଦର୍ଶନ ହରିପାଲ
Rengali, Sambalpur | Oct 12, 2024
ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ଆଜି ଅପରାହ୍ନ 4 ଟା ସମୟରେ ସମ୍ବଲପୁର ସହରର ବଙ୍ଗାଳିପଡ଼ା ତଥା ଦଳଦଲି ପଡା ରେ ହେଉଥିବା ଦୁର୍ଗାପୂଜା କୁ ଯାଇ ମାଙ୍କ ଦର୍ଶନ କରିଥିଲେ l ଏହି ଅବସରରେ ବିଧାୟକ ବଙ୍ଗାଳିପଡା ତଥା ଦଳଦଳି ପଡାର ପୂଜା କମିଟିର ସଭ୍ୟ ମାନଙ୍କ ସହ ଆଲୋଚନା ମଧ୍ୟ କରିଥିବା ନେଇ ସୂଚନା ରହିଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!