This browser does not support the video element.
କବିସୂର୍ଯ୍ୟନଗର: କୋଦଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାପ୍ରୋସ୍କୋପି ମାଧ୍ୟମରେ 87 ଜଣ ବନ୍ଧ୍ୟା କରଣ ହେଲେ ମହିଳା
Kabisuryanagar, Ganjam | Sep 11, 2025
ଆଧୁନିକ ଲାପ୍ରୋସ୍କୋପି ପଦ୍ଧତି ରେ ସହଜ ଓ କମ ସମୟରେ ଅସ୍ତ୍ରୋପଚାର କରାଯାଇ ପାରୁଛି । ଗଞ୍ଜାମ ଜିଲ୍ଲା କୋଦଳା ମେଡିକାଲ ରେ ଗୁରୁବାର ଦିନ ବନ୍ଧ୍ୟା କରଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ 87 ଜଣ ମହିଳା ବିଭିନ୍ନ କରଣ ରୁ ବନ୍ଧ୍ୟା କରଣ ହୋଇଛନ୍ତି । ଏହି ବନ୍ଧ୍ୟା କରଣ ଲାପ୍ରୋସ୍କୋପି ମାଧ୍ୟମ ରେ କରାଯାଇଥିଲା । ଏହି ମାଧ୍ୟମରେ ସହଜ ଓ ଶୀଘ୍ର ହୋଇଥାଏ ଯାହା ଫଳରେ କି ଜଣେ ଡାକ୍ତର ଗୋଟିଏ ଦିନରେ 87 ଜଣଙ୍କୁ ବନ୍ଧ୍ୟାକରଣ କରିବା ସମ୍ଭବ ପର ହୋଇ ପାରିଛି । ପ୍ରସୂତି ବିଭାଗ ଡାକ୍ତର ରତିକାନ୍ତ ନାୟକ ଅସ୍ତ୍ରୋପଚାର କରିଥିଲେ ।