Install App
bholeswarpatra10
This browser does not support the video element.
ତେଲକୋଇ: ତାଳପଦା-ସମାକୋଇ ନଦୀର କୂଳ ଲଙ୍ଘି ଅତି ଦୟନୀୟ ଅବସ୍ଥାରେ ଘରକୁ ଫେରିଲେ ଛାତ୍ରଛାତ୍ରୀ , ଏମିତି ଦୁଃଖଦ ଷ୍ପର୍ଶକାତର ଘଟଣା ଘଟିଛି
Telkoi, Kendujhar | Sep 23, 2025
ସମାକୋଇ ନଦୀର କୂଳ ଲଙ୍ଘି ଅତି ଦୟନୀୟ ଅବସ୍ଥାରେ ଘରକୁ ଫେରିଲେ ଛାତ୍ରଛାତ୍ରୀ , ଏମିତି ଦୁଃଖଦ ଷ୍ପର୍ଶକାତର ଘଟଣା ଘଟିଛି ତେଲକୋଇ ବ୍ଲକ ଶିକ୍ଷା ବିଭାଗ ଅଧନ ତାଳପଦା ମୁଣ୍ଡାସାହି ରେ । ସୂଚନା ଅନୁଯାଇ ସକାଳେ ସ୍କୁଲ ଯାଇଥିଲେ ଛାତ୍ରଛାତ୍ରୀ ଫେରିବା ବେଳେ ସମାକୋଇ ନଦୀ ଫୁଲିବାକୁ ଲାଗିଲା ଛାତ୍ର ଛାତ୍ରୀ ଙ୍କୁ ଅଭିଭାବକମାନେ ମିଶି ଭରା ନଦୀ ପାରକରିଛନ୍ତି ଅତୀ ଦୟନୀୟ ଅବସ୍ଥାରେ ଆଜି ଅପରାହ୍ନ ୫ଟା ସମୟରେ ପ୍ରତୀକ୍ରିୟା ରଖିଛନ୍ତି ଛାତ୍ର ଛାତ୍ରୀ ।
Share
Read More News
T & C
Privacy Policy
Contact Us
Your browser does not support JavaScript!