Download Now Banner

This browser does not support the video element.

ଜଳେଶ୍ବର: ରାଜଘାଟ ଠାରେ ଧୀରେ ଧୀରେ ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର,ଭୟରେ ଅଞ୍ଚଳ ବାସୀ

Jaleswar, Balasore | Sep 4, 2025
ଧୀରେ ଧୀରେ ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର,ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ରାଜଘାଟ ଠାରେ ବିପଦ ସଙ୍କେତ 10.36 ମିଟର ରହିଥିବା ବେଳେ ସତର୍କ ସଙ୍କେତ ରହିଛି 9.45 ମିଟର, ଆଜି ଅପରାହ୍ନ ୩ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ 6.60ମିଟର ରେ ପ୍ରବାହିତ ହେଉଛି l ଫଳରେ ତଳିଆ ଅଞ୍ଚଳ ରେ ଲୋକେ ଭୟବିତ ହୋଇଛନ୍ତି l
Read More News
T & CPrivacy PolicyContact Us