Download Now Banner

This browser does not support the video element.

ଆନନ୍ଦପୁର: ଲଗାଣ ବର୍ଷାରେ ଘରେ ଆନନ୍ଦପୁର ପୌର ପରିଷଦ ର୧୪ନମ୍ବର ୱାର୍ଡରେ ଲୋକଙ୍କ ଘରେ ପସିଲା ପାଣି

Anandapur, Kendujhar | Sep 2, 2025
ଆଜି ଭୋର୫ଟାରୁ ସକାଳ୮ଟା ପର୍ଯ୍ୟନ୍ତ   ଲଗାଣ ବର୍ଷା ଲାଗି ରହିବା ଦ୍ୱାରା ଆନନ୍ଦପୁର ପୌରାଞ୍ଚଳର ୧୪ନମ୍ବର ୱାର୍ଡ ଗୋଡ଼ିକିଆ ସାହିରେ ବିଭିନ୍ନ ଲୋକଙ୍କ ଘରେ ପାଣି ପଶିଛି। ଜଳ ନିଷ୍କାସନର ସୁବିଧା ନଥିବାରୁ  ପଙ୍କଜ ସାହୁ,  ଦୀପକ ସାହୁ,  ନର ସାହୁ, ଲମ୍ବୁ ସାହୁ, ଯୁଜି ସାହୁଙ୍କ ଘରେ ପାଣି ପଶିଥିବା ବେଳେ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ରହିଛି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
Read More News
T & CPrivacy PolicyContact Us