Download Now Banner

This browser does not support the video element.

ଭଟଲି: ନିଟ ପରୀକ୍ଷାରେ ସଫଳତାପାଇଁ ଛାତ୍ର ସତପ୍ରେମ ଭୁଏଙ୍କୁ ଭଟଲି ବିଧାୟକ ଙ୍କ ବାସଭବନ ରେ ସମ୍ବର୍ଦ୍ଧିତ କଲେ ଭଟଲି ବିଧାୟକ

Bhatli, Bargarh (Baragarh) | Aug 31, 2025
ନିଟ ପରୀକ୍ଷାରେ ସଫଳତାପାଇଁ ଛାତ୍ର ସତପ୍ରେମ ଭୁଏଙ୍କୁ ଭଟଲି ବିଧାୟକଙ୍କ ବାସଭବନରେ ସମ୍ବର୍ଦ୍ଧିତ କଲେ ଭଟଲିବିଧାୟକ ଭଟଲି ବ୍ଲକ ମୂଳବାର ପଞ୍ଚାୟତ ରାଉତପଡା ଗ୍ରାମର ନିରାକାର ଭୁଏ ଓ ଲଳିତା ଭୁଏଙ୍କ ସୁପୁତ୍ର ସତପ୍ରେମ ଭୁଏ ନିଟ ପରୀକ୍ଷା ରେ ସଫଳତା ହୋଇଥିବାରୁ ତାଙ୍କୁ ଆଜିଦିନ୧୦ଟାରେ ଭଟଲିବିଧାୟକଙ୍କ ବାସ ଭବନରେ ଭଟଲିବିଧାୟକ ଇରାଶିଷ ଆଚାର୍ଯ୍ୟ ଏବଂ ପ୍ରଶାସନିକ ସେବା ଅଧିକାରୀ ନିରଞ୍ଜନ ବେହେରା ଉପଢୋକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।
Read More News
T & CPrivacy PolicyContact Us