Download Now Banner

This browser does not support the video element.

ଦେବଗଡ: ପ୍ରଭାସୁଣୀ ଗ୍ରାମରେ ଅନୁଷ୍ଠିତ ତ୍ରିଦିବସୀୟ ହକି ଟୁର୍ଣ୍ଣାମେଂଟ ଉଦଯାପିତ

Debagarh, Debagarh (Deogarh) | Sep 7, 2025
ତିଲେଇବଣି ବ୍ଲକ ପ୍ରଭାସୁଣୀ ଗ୍ରାମରେ ଗଙ୍ଗାଧର ମେହେର କ୍ଲବ ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ହକି ଟୁର୍ଣ୍ଣାମେଂଟ ଆଜି ସନ୍ଧ୍ୟା ପ୍ରାୟ ୬ ଟାରେ ଉଦଯାପିତ ହୋଇଯାଇଛି । ୩୨ ଟି ଦଳକୁ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ଟାଇବ୍ରେକର ଯୋଗେ ୪ – ୩ ଗୋଲରେ ସୁନ୍ଦରଗଡ ଗୁଣ୍ଡିପଡା ଦଳକୁ ପରାସ୍ତ କରି ଦେବଗଡ ଜିଲ୍ଲାର ଜିଇଏଲ ବ୍ରଦର୍ସ ହକି ଦଳ ଚମ୍ପିୟାନ ହୋଇଥିବା ଜଣାପଡିଛି । ଆଜି ସନ୍ଧ୍ୟାରେ ଆୟୋଜିତ ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ଜିଲ୍ଲା କଂଗ୍ରେସ ସଂଯୋଜକ ସେମ୍ ହେମ୍ରମ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ ।
Read More News
T & CPrivacy PolicyContact Us