Download Now Banner

This browser does not support the video element.

ବୀରମିତ୍ରପୁର: ନୂଆଗାଁ ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମପଞ୍ଚାୟତର କାରିମାଟି ଗ୍ରାମରେ ନାଗସାପକୁ ଉଦ୍ଧାର ପରେ ବନବିଭାଗକୁ କରାଗଲା ହସ୍ତାନ୍ତର।

Biramitrapur, Sundargarh | Oct 7, 2025
ନୂଆଗାଁ ବ୍ଲକର ନୂଆଗାଁ ଗ୍ରାମପଞ୍ଚାୟତର କାରିମାଟି ଗ୍ରାମରୁ ସାପଟିଏ ଉଦ୍ଧାର କରି ବନବିଭାଗକୁ ଖବର ଦିଆଯାଇଛି।ପ୍ରାପ୍ତିସୂଚନାନୁସାରେ କାରିମାଟି ଗ୍ରାମର ଅନିତା ସାହୁଙ୍କ ପାଚେରୀ ପାଖରେ ଥିବା ଗାତ ଭିତରେ ସାପ ଥିବାର ଦେଖି ସେ ନୂଆଗାଁର ସ୍ନେକମାଷ୍ଟର ଜୟସଙ୍କର ଠାକୁରଙ୍କୁ ଖବର ଦେଇଥିଲେ।ଖବର ପାଇ ଜୟସଙ୍କର ଠାକୁର ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ କୌଶଳ ପ୍ରୟୋଗ କରି ସାପଟିକୁ ଧରିବାରେ ସଫଳ ହୋଇଥିଲେ।ସାପଟି ନାଗସାପ ବୋଲି ଜଣାପଡିଛି।ସାପଟିକୁ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us