This browser does not support the video element.
କବିସୂର୍ଯ୍ୟନଗର: କୋଦଳା ରେ ବିଭିନ୍ନ ସାହିରେ ମେଢ଼ ବୁଲି ଦେଖିଲେ ଅଧକ୍ଷ
Kabisuryanagar, Ganjam | Aug 28, 2025
ଅଗ୍ରପୂଜ୍ୟ ବିଘ୍ନ ବିନାଶୟ ଗଜାନନଙ୍କ ପୂଜା ଉତ୍ସବ ପୁର ପଲ୍ଲୀ ରେ ପାଳିତ ହେଉଛି । ସେହିପରି କୋଦଳା ଏନ ଏ ସି ର ବିଭିନ୍ନ ସାହିରେ ମେଢ଼ ଅନୁଷ୍ଠିତ ହୋଇଛି । ଅଧକ୍ଷ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ ଗୁରୁବାର ଦିନ ବିଭିନ୍ନ ସାହିରେ ଅନୁଷ୍ଠିତ ମେଢ଼ ବୁଲିବା ସହ ଗଜାନନ ଙ୍କ ଆଶ୍ରିବାଦ କାମନା କରିଛନ୍ତି । ଏଥିସହ ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି । ଶାନ୍ତି ଶୃଙ୍ଖଳାର ସହିତ ପୂଜା ଉତ୍ସବ ପାଳନ କରିବା ପାଇଁ କମିଟିକୁ ଅନୁରୋଧ କରିଛନ୍ତି ।