Download Now Banner

This browser does not support the video element.

ପଦ୍ମପୁର: ପଦ୍ମପୁର ରାଜାଜି ଟାଉନ ହଲ ଠାରେ କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ନୂଆଖାଇ ଭେଟଘାଟ ଅନୁଷ୍ଠିତ

Padmapur, Bargarh (Baragarh) | Sep 1, 2025
ଆଜି ସକାଳ 11ଟା 30 ମିନିଟ ସମୟ ପାଖା ପାଖି ରେ ପଦ୍ମପୁର ରାଜାଜି ଟାଉନ ହଲ ଠାରେ କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା। ସଭା ପ୍ରାରମ୍ଭରେ ମନୋରଞ୍ଜନ ସିଂ ବରିହା, ଗବେଷକ ସଞ୍ଜୟ ବୋହିଦାର, ସଂଗ୍ରାମୀ ଦଳ ଗଞ୍ଜନ ବରିହା, ଓ ନାଟ୍ୟକାର ରାଜେନ୍ଦ୍ର ମହାନ୍ତି ପ୍ରମୁଖ ମା ସମଲେଶ୍ବରୀ ଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ୱଲନ ଓ ମାଲ୍ୟର୍ପଣ କରିଥିଲେ।ଏଥିରେ ଶତାଧିକ ସଂଗ୍ରାମୀ ଯୋଗଦାନ କରି ନିଜର ବକ୍ତବ୍ୟ ପ୍ରଦାନ ପୁର୍ବକ ନୂଆଖାଇ ଅଭିନନ୍ଦନ ଜ୍ଞାପନ କରିଥିଲେ।
Read More News
T & CPrivacy PolicyContact Us