Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ବସଷ୍ଟାଣ୍ଡ ରେ ବିଶ୍ଵ ମାନବ ଚାଲାଣ ବିରୋଧୀ ଦିବସ ପାଳନ କରାଯାଇଛି

Malkangiri, Malkangiri | Jul 30, 2025
ମାଲକାନଗିରି ଜିଲ୍ଲା ବସ ଷ୍ଟାଣ୍ଡରେ ବିଶ୍ଵ ମାନବ ଚାଲାଣ ବିରୋଧୀ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଶକ୍ତି ଅନୁଷ୍ଠାନ ମାଲକାନଗିରି ପକ୍ଷରୁ ଆୟଅଜିତ କରାଯାଇଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଅନୀର ଯୋଗ ଦେଇଥିଲେ। ଜିଲ୍ଲାରେ ଯେକୌଣସି ସ୍ଥାନରେ ଶିଶୁ ଶ୍ରମିକ କାର୍ଯ୍ୟ କରିବା ଉପରେ ରୋକ ଲଗାଇବା ସହ ଶିଶୁ ତସକର ମାନଙ୍କୁ କାବୁ କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ।
Read More News
T & CPrivacy PolicyContact Us