Install App
mishrasanuj
This browser does not support the video element.
ବଲାଙ୍ଗୀର: ଜଗନ୍ନାଥ ପଡାର ଜଗନ୍ନାଥ ମନ୍ଦିରରେ ପାଟରାକ୍ଷୀ ସେବା ଅନୁଷ୍ଠିତ ପ୍ରତିକ୍ରିୟା ରଖିଲା ପୌର ଧକ୍ଷା ଲିକା ସାହୁ
Balangir, Balangir | Aug 8, 2025
ଭୁବନେଶ୍ୱର କିଟ ଟେମ୍ପଲ ଟ୍ରଷ୍ଟ ପକ୍ଷରୁ ରାଜ୍ୟର ତିରିଶ ଟି ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି କିସ ଓ କିଟ ର ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ l ଭୁବନେଶ୍ୱର କିସ ଶ୍ରୀବାଣୀକ୍ଷେତ୍ର ଜଗନ୍ନାଥ ମନ୍ଦିର ରୁ ତିନି ଠାକୁର ଙ୍କ ପାଇଁ ଆସିଥିବା ପାଟଶାଢ଼ୀ, ପାଟରାକ୍ଷୀ ଓ ପୂଜା ସାମଗ୍ରୀ ଠାକୁରଙ୍କୁ ଅର୍ପଣ କରାଯିବ l
Share
Read More News
T & C
Privacy Policy
Contact Us
Your browser does not support JavaScript!