This browser does not support the video element.
ଗୋପାଳପୁର: ଫୁଲଟା ଗ୍ରାମରେ ବୋମା ମାଡ଼, ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ
Gopalpur, Ganjam | Oct 16, 2024
ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଫୁଲଟା ପଞ୍ଚାୟତ ସରପଞ୍ଚ ମମତା ନାହାକଙ୍କ ଘର ଉପରକୁ ଗତକାଲି ରାତିରେ ବୋମା ମାଡ଼ ହୋଇଥଲା । ଆଜି ଗାଁ ରେ ବୈଠକ ବେଳେ କିଛି ଦୁବୃର୍ତ୍ତ ବୋମା ମାଡ କରି ଫେରାର ହୋଇଯାଇଥିଲେ,ଗ୍ରାମରେ ଆତଙ୍କ ଖେଳିଯାଇଛି । କେହି ମୃତହାତ ହୋଇ ନଥିବା ପୁଲିସ ସୂତ୍ରରୁ ପ୍ରକାଶ। ରାଜନୈତିକ ଶତ୍ରୁତା ନା ବୋମା ମାଡ଼ ପଛରେ ଦୁଇ ଗୋଷ୍ଟି ମଧ୍ୟରେ ବିବାଦ ତାହା ଜଣାପଡିନାହିଁ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗ୍ରାମରେ ଅଶାନ୍ତ ବାତାବରଣ ଥିବାରୁ ୩ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ