This browser does not support the video element.
ସୋନପୁର: ଲକ୍ଷଣୀ ଗ୍ରାମରେ ମାଁ ମହେଶ୍ୱରୀଙ୍କ ପବିତ୍ର ବଡ଼ିଯାତ୍ରା ଏବଂ ସ୍ନାନ ଯାତ୍ରା ଅନୁଷ୍ଠିତ
Sonapur, Subarnapur (Sonepur) | Sep 30, 2025
ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ 2.20 ମିନିଟ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଲକ୍ଷଣୀ ଗ୍ରାମରେ ଗ୍ରାମର ଅଧିଷ୍ଠାତ୍ରି ଦେବି ମାଁ ମାହେଶ୍ୱରୀ ଠାକୁରାଣୀଙ୍କ ପବିତ୍ର ବାଡ଼ି ଯାତ୍ରା ଓ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି କ୍ରମରେ ଗତକାଲି ଅପରାହ୍ନରୁ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ବିଭିନ୍ନ ପ୍ରକାରର ଆଖଡ଼ା କରି ଗ୍ରାମ ପରିକ୍ରମା ପୂର୍ବକ, ନିକଟସ୍ଥ ଜଳାଶୟକୁ ଯାଇ ସେଠାରେ ରୀତି ନୀତି ଅନୁସାରେ ମାଁ ମାହେଶ୍ୱରୀ ଠାକୁରାଣୀଙ୍କ ସ୍ନାନ ଯାତ୍ରା ଏବଂ