Download Now Banner

This browser does not support the video element.

ସୋନପୁର: ସୁବଳୟାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଥାନା ଅଧିକାରୀ

Sonapur, Subarnapur (Sonepur) | Sep 10, 2025
ସୂଚନା ଅନୁସାରେ ଆଜି ପୂର୍ବାହ୍ନ ପ୍ରାୟ 11 ଘଣ୍ଟା ସମୟରେ ସୁବଳୟା ଗ୍ରାମପଞ୍ଚାୟତ ସ୍ତରୀୟ ସଂଘର ପ୍ରୟାସରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣର ଶୁଭାରମ୍ଭ କରିଥିଲେ l ସହକାରୀ ବନ ସଂରକ୍ଷକ ଅଭିନାଶ ବରିହା ଏବଂ ବନପାଳ ନିରଞ୍ଜନ ପଧାନଙ୍କ ପ୍ରତାକ୍ଷ୍ୟ ତତ୍ୱାବଧାନରେ,ଶ୍ରୀ ଜଗନ୍ନାଥଙ୍କ ରଥ ତିଆରି ନିମନ୍ତେ ବ୍ୟବହୃତ ହେଉଥିବା ଫାସୀ ବୃକ୍ଷ, ଡୁମ୍ବୁରୀ ବୃକ୍ଷ ଓ଼
Read More News
T & CPrivacy PolicyContact Us