Download Now Banner

This browser does not support the video element.

ଆନନ୍ଦପୁର: ବାଲିବରେଇ ହାଇସ୍କୁଲ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ଯୋଗଦେଲେ ବିଡ଼ିଓ ଏବଂ ବିଇଓ

Anandapur, Kendujhar | Sep 26, 2025
ଆନନ୍ଦପୁର ଉପଖଣ୍ଡ ବାଲିବରେଇ ହାଇସ୍କୁଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ଅପର୍ଣ୍ଣା ବେହେରା ଙ୍କ ସଂଯୋଜନାରେ ଆଜି ଦିନ୪ଟା ବେଳେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ବିଡ଼ିଓ ରଞ୍ଜନ କୁମାର ପରିଡା, ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ସତ୍ୟ ଭୂଷଣ ସାହୁ  ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିବା ସହିତ ବୃକ୍ଷ ରୋପଣର ଉପକାରିତା  ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇ ଥିଲେ।
Read More News
T & CPrivacy PolicyContact Us