Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ପର୍ଯ୍ୟଟକଙ୍କ ଗୋଡ଼କୁ କାମୁଡି ଦେଲା ଛୁଆ କୁମ୍ଭୀର । କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ପର୍ଯ୍ୟଟକ ଗାଧୋଉଥିବା ବେଳେ କାମୁଡ଼ିଦେଲା
Puri M, Puri | Sep 13, 2025
କୋଣାର୍କ ସମୁଦ୍ରରେ ଗାଧୋଉଥିଲେ ପର୍ଯ୍ୟଟକ । ଏତିକି ବେଳେ ପର୍ଯ୍ୟଟକଙ୍କ ଗୋଡ଼କୁ ଛୁଆ କୁମ୍ଭୀର କାମୁଡଦେଇଥିଲା । ଫଳରେ ପର୍ଯ୍ୟଟକ ଜଣଙ୍କ ଚିତ୍କାର କରିଥିଲେ । ପାଖରେ ଥିବା ସ୍ଥାନୀୟ ଘୋଡା ଚାଳକ ନୃସିଂହନାଥ ମଲ୍ଲିକ ଦୌଡି ଯାଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ସହିତ ଛୁଆ କୁମ୍ଭୀରକୁ ଧରିଥିଲେ। ପରେ କୋଣାର୍କ ବନ ବିଭାଗକୁ କଲେ ହସ୍ତାନ୍ତର କରିଥିଲେ। କୁମ୍ଭୀର କାମୁଡ଼ାରେ ପର୍ଯ୍ୟଟକ ଜଣଙ୍କ ସାମାନ୍ୟ ଆଘାତ ଲାଗିଥିଲା। ବନ୍ୟା ଯୋଗୁ ନଦୀରୁ ସମୁଦ୍ର ଭିତରକୁ କୁମ୍ଭୀର ଛୁଆଟି ଆସିଥାଏ ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!