Download Now Banner

This browser does not support the video element.

ଜି ଉଦୟଗିରି: କନ୍ଧମାଳ-ଗଞ୍ଜାମକୁ ସଂଯୋଗ କରୁଥିବା ଗାଜଲବାଡି ଘାଟି ରେ ମାଟି ଖସି ଯାତାୟତ ବିପଦ ସଂକୁଳ

G Udayagiri, Kandhamal | Sep 3, 2025
କନ୍ଧମାଳ-ଗଞ୍ଜାମକୁ ସଂଯୋଗ କରୁଥିବା ଗାଜଲବାଡି ଘାଟି ଏବେ ବିପଦରେ। ଗତ କିଛି ଦିନ ହେଲା ଅଞ୍ଚଳରେ ତୁହାକୁ ତୁହା ବର୍ଷା ଚାଲିଥିବାବେଳେ ଏବେ କନ୍ଧମାଳ ଜିଲାର ବିଭିନ୍ନ ରାସ୍ତା କଡ଼ରେ ବିପଦ ଦେଖାଯାଇଛି। ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ଏକାଧୂକ ସ୍ଥାନରେ ପାହାଡ଼ରୁ ମାଟି ଅତଡ଼ା ଖସିବା ସହ ଗଛ ଓ ପଥର ରାସ୍ତାକୁ ଖସି ଆସୁଥ‌ିବା ଦେଖୁବାକୁ ମିଳିଛି। ଫଳରେ ସେହି ରାଜପଥ ଦେଇ ଯାତାୟାତ କରୁଥିବା ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି।ପ୍ରକାଶ ଯେ, ଉକ୍ତି ରାଜପଥର ଘାଟି ରାସ୍ତାକୁ କେନ୍ଦ୍ର ସରକାର ସମ୍ପ୍ରସାରଣ କରିବା ପାଇଁ ୭ ଶହ ୨୦ କୋଟି ଅନୁଦାନ ପ୍ରଦାନ କରିଛନ୍ତି
Read More News
T & CPrivacy PolicyContact Us