Download Now Banner

This browser does not support the video element.

ଛତ୍ରପୁର: ଦୁଆନପଲ୍ଲୀ ଠାରେ ଗଣେଶ ପୂଜା ଭସାଣି ବେଳେ ଡିଜେ କୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ୭ ଜଣଙ୍କୁ ଗିରଫ କଲା ଛତ୍ରପୁର ପୋଲିସ

Chhatrapur, Ganjam | Sep 7, 2025
ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଦୁଆନପଲ୍ଲୀ ଗ୍ରାମରେ ଗଣେଶ ପୂଜା ଭସାଣି ବେଳେ ସେହି ଗ୍ରାମର ସୁବାସ ଦାସଙ୍କୁ କିଛି ଯୁବକ ଗତ ୫ ତାରିଖ ଦିନ ବିଳମ୍ବିତ ରାତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ l ସେହି ଘଟଣାରେ ରବିବାର ଅପରାହ୍ନରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଛତ୍ରପୁର ଥାନା ପୋଲିସ l ଏହା ସହିତ ସେମାନଙ୍କ ଠାରୁ ଗୋଟାଏ କାଠ ଫାଳିଆ, ପଥର, ଲୁହା ରଡ଼, ବାଉଁଶ ଠେଙ୍ଗା ଆଦି ମଧ୍ୟ ଜବତ କରାଯାଇଛି l
Read More News
T & CPrivacy PolicyContact Us