Download Now Banner

This browser does not support the video element.

ଗୋପାଳପୁର: ବାତ୍ୟା 'ଦାନା'କୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳ ମାର୍କଣ୍ଡି ଠାରେ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ

Gopalpur, Ganjam | Oct 24, 2024
ସମୁଦ୍ର କୂଳବର୍ତ୍ତୀ ମାର୍କୋଣ୍ଡି ଅଞ୍ଚଳରେ ପହଞ୍ଚି ବାତ୍ୟା “ଦାନା” କୁ ନେଇ ଜନସଚେତନତା କରେଇବା ସହ ଏହା ସମ୍ବନ୍ଧୀୟ ପ୍ରସ୍ତୁତି ଓ ବାତ୍ୟା ଆଶ୍ରୟସ୍ଥଳୀରେ ବ୍ୟବସ୍ଥା ନିରୀକ୍ଷଣ କରିଲେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଲୋକମାନଙ୍କ ପାଇଁ ଆବଶ୍ୟକୀୟ ଔଷଧ ଓ ଖାଦ୍ୟ ସାମଗ୍ରୀ ମହଜୁତ ରଖାଯାଇଛି । ସମସ୍ତ ପ୍ରକାରର ପରିସ୍ଥିତି ପାଇଁ ପ୍ରଶାସନ ସଜାଗ ଅଛି ବୋଲି କହିଲେ ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ।
Read More News
T & CPrivacy PolicyContact Us