This browser does not support the video element.
ଜୁନାଗଡ: ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ଦୁର୍ଗା ମଣ୍ଡପ ବୁଲି ମାନଙ୍କୁ ଦର୍ଶନ କଳେ ବ୍ଲକ ଅଧକ୍ଷ
Junagarh, Kalahandi | Oct 1, 2025
ଆଜି 1ତାରିଖ ବୁଧବାର ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ଦୁର୍ଗା ମଣ୍ଡପ ବୁଲିଲେ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ଏହି କ୍ରମରେ ଗୋଲାମୁଣ୍ଡା ବ୍ଲକ ଅଧିନ ଖାଲିଆକାନୀ, ବୃନ୍ଦାବାହାଲ, ଆମଗୁଡା, ଚିଚିଆ, ଦଶପୁର ଠାରେ ହେଉଥିବା ମାଁ ଦୁର୍ଗା ଙ୍କ ପୂଜା ମଣ୍ଡପ ବୁଲି ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲି, ଉକ୍ତ ଗାଁ ଗାଁ କୁ ଯାଇ ଦର୍ଶନ କରିବା ସମୟରେ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ମନୋଜ ମେହେର , ବରିଷ୍ଠ ବିଜେପି ନେତା ଟଙ୍କ ଧର ନାଏକ ଉପସ୍ଥିତ ଥିଲେ, ଗୋଲାମୁଣ୍ଡା ବ୍ଲକ ବାସୀଙ୍କ ଲମ୍ବା ପରମାୟୁ ସୁଖ ଶାନ୍ତି ନିମନ୍ତେ ମାଁ ଙ୍କ ନିକଟରେ