Download Now Banner

This browser does not support the video element.

ଉଦଳା: ଉଦଳା ଦୁଗୁଧା ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲରେ ପଡିଲା ତାଲା; ଗଛ ମୂଳେ ପିଲା

Udala, Mayurbhanj | Aug 22, 2025
ବିଦ୍ୟାଳୟରେ ପଡିଛି ତାଲା ରାସ୍ତା କଡରେ ଗଛ ମୂଳେ ପିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ଦୁଗୁଧା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ତାଲା ପଡିଛି।
Read More News
T & CPrivacy PolicyContact Us