Download Now Banner

This browser does not support the video element.

ବାଲିଚନ୍ଦ୍ରପୁର: ୧୫୮ ବର୍ଷରେ ପହଁଚିଛି ମିର୍ଜାପୁର ଦୁର୍ଗା ପୂଜା, ମଣ୍ଡପରେ ଚାଲିଛି ସପ୍ତମୀ ପୂଜା

Balichandrapur, Jajpur | Oct 10, 2024
ଆଜି ପୂଜା ମଣ୍ଡପରେ ମହାମାୟାଙ୍କ ସପ୍ତମୀ ପୂଜା। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମିର୍ଜାପୁରରେ ୧୫୮ବର୍ଷରେ ପହଁଚିଛି ଦୁର୍ଗା ପୂଜା। ସ୍ଥାନୀୟ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ମା ଙ୍କ ପୂଜା ଉତ୍ସବ ଆଡ଼ମ୍ବର ସହକାରେ ପାଳିତ ହେଉଛି। ବ୍ରାହ୍ମଣ ପଣ୍ଡିତଙ୍କ ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଛି ପୂଜା ମଣ୍ଡପ। ଭକ୍ତଙ୍କ ସମାଗାମକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
Read More News
T & CPrivacy PolicyContact Us