Install App
sushantpattnayak1983
This browser does not support the video element.
ଛତ୍ରପୁର: ବ୍ରହ୍ମପୁରରେ ବିଇଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦ, କମାପଲ୍ଲୀରୁ ଟାଟା ବେଞ୍ଜ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ପାଇଁ ଆରମ୍ଭ ହେଲା ଉଛେଦ
Chhatrapur, Ganjam | Sep 8, 2025
ବ୍ରହ୍ମପୁରରେ ଜବରଦଖଲ ଉଚ୍ଛେଦ । କମାପଲ୍ଲୀରୁ ଟାଟା ବେଞ୍ଜ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ । ଏହି ରାସ୍ତାରେ ଜବରଦଖଲ ନେଇ ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ଵ ମାପଚୁପ ପରେ ସୋମବାର ସକାଳୁ ଉଚ୍ଛେଦ ଆରମ୍ଭ ହୋଇଛି । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଚାଲିଛି ଜବରଦଖଲ ଉଚ୍ଛେଦ । ରାଜସ୍ବ, ମହାନଗର ନିଗମ ଓ ପୁଲିସ ମିଳିତ ଭାବେ ଉଚ୍ଛେଦ କରୁଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!