Download Now Banner

This browser does not support the video element.

ସିମୁଳିଆ: ପତିରାଜପୁର ଠାରେ ଥିବା କାଠ ଦୋକାନ ସମ୍ମୁଖରୁ ଏକ ପିକଅପ ଗାଡି ଚୋରି ହୋଇଥିବା ନେଇ ଥାନା ଅଭିଯୋଗ,

Similia, Balasore | Sep 13, 2025
କାଠ ଦୋକାନ ଆଗରୁ ପିକଅପ ଗାଡି ଚୋରି ନେଇ ଥାନା ରେ ଅଭିଯୋଗ l ପୋଲିସ ର ତଦନ୍ତ ଜାରି l ଖଇରା ଥାନା ଅନ୍ତର୍ଗତ ପତିରାଜପୁର ଠାରେ ଥିବା କାଠ ଦୋକାନ ସମ୍ମୁଖରେ ଗଡପୋଖରୀ ଗ୍ରାମ ର ରମେଶ ଚନ୍ଦ୍ର ସାମଲ ଗତକାଲି ବିଳମ୍ବିତ ରାତିରେ ନିଜର ପିକଅପ ଗାଡି କୁ ରଖି ଘରକୁ ଯାଇଥିଲେ l ଆଜି ସକାଳ ଆସିବା ପରେ ଗାଡି ନଥିବା ଦେଖି ସବୁ ସ୍ଥାନ ରେ ଖୋଜାଖୁଜି ପରେ ନମିଲିବାରୁ ଆଜି ଶନିବାର ସଂନ୍ଧ୍ୟା 6 ଘଟିକା ସମୟ ରେ ଖଇରା ଥାନା ରେ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି l
Read More News
T & CPrivacy PolicyContact Us