Install App
sushantpattnayak1983
This browser does not support the video element.
ଛତ୍ରପୁର: ରମ୍ଭା ଅଞ୍ଚଳରେ ସାରର କୁତ୍ରିମ ଅଭାବ, ସାର ନେବା ପାଇଁ ଦେଖିବାକୁ ମିଳିଲା ଲମ୍ବା ଲାଇନ
Chhatrapur, Ganjam | Sep 9, 2025
ଗଞ୍ଜାମ ବ୍ଲକର ରମ୍ଭା ସମେତ ଆଖ ପାଖ ଅଞ୍ଚଳର ସୁବଳୟା ସମିତି, ବୁରୁଡ଼ିସମିତି, ମଧୁରଚୁଆ ସମିତି ଝlରେଡି ସମିତି ଓ ରମ୍ଭା ସମବାୟ ସମିତିରେ ଥିବା କୃଷକ ଚାଷୀମାନେ ସାର ପିଡିଆ ପାଇପାରୁନାହାନ୍ତି। ମଂଗଳବାର ପୂର୍ବାହ୍ନରେ ରମ୍ଭାରେ ସାର ପାଇଁ ଲମ୍ବା ଧାଡି ଦେଖିବାକୁ ମିଳିଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!