Download Now Banner

This browser does not support the video element.

ଆଳି: କଟକ ଚାନ୍ଦବାଲି ରାସ୍ତାର ଭୂଇଁପୁର ଛକ ଠାରେ ସ୍କୁଟିକୁ ପଛପଟୁ ପିଟଲା ଆନ୍ୟ ଏକ ସ୍କୁଟି, ଦୁଇ ଯୁବତୀ ମହିଳା ଚାଳକ ଆହତ

Aali, Kendrapara | Mar 30, 2024
ସୂଚନା ଅନୁଯାୟୀ ଶନିବାର ସକାଳ ୧୧ ଟା ସମୟରେ କଟକ ଚାନ୍ଦବାଲି ରାସ୍ତାର ଭୂଇଁପୁର ଛକ ଠାରେ ସ୍କୁଟିକୁ ପଛପଟୁ ପିଟଲା ଆନ୍ୟ ଏକ ସ୍କୁଟି, ଦୁଇ ଯୁବତୀ ମହିଳା ଚାଳକ ଆହତ ଅବସ୍ଥା ରେ ଅଗ୍ନିସମ ବିଭାଗ ଦ୍ଵାରା ପ୍ରଥମେ ଆଳି ଗୋଷ୍ଟି ସ୍ଵାସ୍ଥ୍ୟକେନ୍ଦ୍ର ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମେଡ଼ିକାଲ୍ କୁ ସ୍ଥାନାନ୍ତରିତ କରାଯାଇ ଥିବା ବେଳେ ଦୁଇ ଯୁବତୀ ହେଇଛିନ୍ତି ଆଳି ଅଞ୍ଚଳର ସୁପ୍ରିୟା ତ୍ରୀପାଠୀ ଓ ମୋନାଲିସା ଧଳ ବୋଲି ଜଣା ପଡିଛି ଏବଂ ଜଣକ ମୁଣ୍ଡ ରେ ଗଭୀର ଲାଗିଥିବା ବେଳେ ଅନ୍ୟା ଜଣଙ୍କ ଛାତି ଏବଂ ହାତରେ ଆଘାତ ଲାଗିଥିବା ଜଣା ପଡ଼ିଛି।
Read More News
T & CPrivacy PolicyContact Us