Download Now Banner

This browser does not support the video element.

ଖୋର୍ଦ୍ଧା: ସରପଞ୍ଚଙ୍କ ବିରୋଧରେ ବୋଲଗଡ଼ ବିଡ଼ିଓଙ୍କ କାର୍ଯ୍ୟଳୟ ରେ ବିଡ଼ିଓଙ୍କୁ ଦାବିପତ୍ର

Khordha, Khordha | Sep 10, 2025
ବୋଲଗଡ ବ୍ଲକ ଦଳେଇସାହି ପଞ୍ଚାୟତ ସରପଞ୍ଚ ଙ୍କ ଦୁର୍ନୀତି ବିରୋଧରେ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଓ ବୁଦ୍ଧିଜୀବୀ ମାନେ ବିଡିଓ ସୁମନ ସୁଧା କୁଣ୍ଡୁ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି. ପ୍ରକାଶ ଥାଉକି ଗତ ୩ତାରିଖରେ ସରପଞ୍ଚ ଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ ହୋଇଯାଇଛି. ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦେଶରେ ଫଳାଫଳ ସ୍ଥଗିତ ଅଛି. ସରପଞ୍ଚ ପୂର୍ବରୁ କରିଥିବା କାର୍ଯ୍ୟ ଗୁଡିକର ବିଲ କରାଇ ନେବାକୁ ବିଡ଼ିଓଙ୍କୁ ଚାପ ପକାଉଥିବା ଅଭିଯୋଗ ହେଉଛି. ଏହି ସବୁ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ୱାର୍ଡ ସଭ୍ୟ ମାନେ ଦାବି କରିଛନ୍ତି।
Read More News
T & CPrivacy PolicyContact Us