This browser does not support the video element.
ବରଗଡ: ସର୍କିଟ ହାଉସ ଠାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ କରାଗଲା ସ୍ୱାଗତ ସମ୍ବର୍ଦ୍ଧନା
Bargarh, Bargarh (Baragarh) | Aug 26, 2025
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବରଗଡ଼ ଗସ୍ତ | ମଙ୍ଗଳବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ବରଗଡ଼ର ସର୍କିଟ ହାଉସ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ବରଗଡ଼ ବିଧାୟକ ଓ ଜିଲ୍ଲାପାଳ । ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଓ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ସହ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ | ବରଗଡ଼ ଜିଲ୍ଲା ହେଉଛି ଓଡିଶାର ଭାତହାଣ୍ଡି ଜିଲ୍ଲାରେ ଚାଷୀଙ୍କ ସମସ୍ୟା ଅନେକ ରହିଛି ।