This browser does not support the video element.
ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ଅଞ୍ଚଳରେ ଲଜ୍ୟା ଘରେ କେହି ନଥିବାର ସୁଯୋଗ ନେଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ।
Khordha, Khordha | Aug 24, 2025
ଖୋର୍ଦ୍ଧା ସଦର ଥାନା ଅଞ୍ଚଳରେ ଲଜ୍ଜ୍ୟା। ଘରେ ସ୍ବାମୀ ନଥିବାର ସୁଯୋଗ ନେଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ କରିଥିବା ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ବୋଲି ସୂଚନା । ଥାନାରେ ଅଭିଯୋଗ ପରେ ମହିଳାଙ୍କ ଡାକ୍ତରୀ ପରୀକ୍ଷା କରି ପୋଲିସର ତଦନ୍ତ ଆରମ୍ଭ। ଅଭିଯୁକ୍ତ କୁ ଧରିବାକୁ ପୋଲିସର ଚଢ଼ାଉ ଜାରି । ଅବସରପ୍ରାପ୍ତ ସେନା କର୍ମଚାରୀ ଫେରାର ଥିବା ପୋଲିସର ସୂଚନା ।