Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ନୀଳାଦ୍ରି ବିଚରେ ବାଲୁକା କଳା ମାଧ୍ଯମରେ ଅଭିଜିତ ମଜୁମଦାରଙ୍କ ସୁସ୍ଥତା କାମନା କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
Puri M, Puri | Sep 7, 2025
ଓଡିଶାର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ଅଭିଜିତ ମଜୁମଦାରଙ୍କୁ ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା ଅର୍ପଣ କରିବା ଉଦ୍ଦେଶ୍ୟରେ, ପଦ୍ମଶ୍ରୀ ପୁରସ୍କୃତ ବିଶ୍ୱପ୍ରସିଦ୍ଧ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରବିବାର ଦିନ ପୁରୀ ବେଳାଭୂମିରେ ତାଙ୍କ ଏକ ବାଲୁକା ଚିତ୍ର ତିଆରି କରିଛନ୍ତି।ଏହି ବାଲୁକାଚିତ୍ରରେ ଲେଖାଯାଇଛି: “Get well soon, Abhijit Majumdar. ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଆଶୁ ଆରୋଗ୍ୟ ପ୍ରାର୍ଥନା କରୁଛୁ।”
Share
Read More News
T & C
Privacy Policy
Contact Us
Your browser does not support JavaScript!