Download Now Banner

This browser does not support the video element.

ଢେଙ୍କାନାଳ ସଦର: ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲଠାରେ ଭାରତ କୋ ଜାନୋ ପ୍ରତିଯୋଗୀତା ଅନୁଷ୍ଠିତ

Dhenkanal Sadar, Dhenkanal | Aug 28, 2025
ଢେଙ୍କାନାଳ ସହରସ୍ଥ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲଠାରେ ଗୁରୁବାର ପୂର୍ବାହ୍ନ ୧୧ଟାରେ ଭାରତ ବିକାଶ ପରିଷଦ ସହିଦ ବାଜି ରାଉତ ଶାଖା ଢେଙ୍କାନାଳ ପକ୍ଷରୁ ଭାରତ କୋ ଜାନୋ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛିାଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରାଷ୍ଟ୍ର ଭକ୍ତି ଭାବନା ଜାଗରଣ ତଥା ନୈତିକ ମୂଲ୍ୟବୋଧର ବିକାଶ କରିବା ଲକ୍ଷ୍ୟରେ ଏହି ପ୍ରତିଯୋଗୀତା କରାଯାଇଛି । ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଏହି ପ୍ରତି ପୋଗୀତାରେ ଅଂଶ ଗ୍ରହଣ କରିଛନ୍ତିା ସନ୍ଧ୍ୟାରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ରହିଛିା ଏଠାରେ ଯେଉଁମାନେ ଚିହ୍ନଟ ହେବେ ସେମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବୋ
Read More News
T & CPrivacy PolicyContact Us