Download Now Banner

This browser does not support the video element.

ଡାବୁଗାଁ: ପାପଡାହାଣ୍ଡିରେ କଂଗ୍ରେସର ଜିଲ୍ଲା ଓ ବ୍ଲକ ସଭାପତି ଚୟନ ପ୍ରକ୍ରିୟା ନେଇ ବୈଠକ ଅନୁଷ୍ଠିତ

Dabugan, Nabarangpur | Sep 3, 2025
ଆଜି ପାପଡାହାଣ୍ଡି ଠାରେ ଜିଲ୍ଲା ଓ ବ୍ଲକ କଂଗ୍ରେସ ଚୟନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ସଭାପତି ଭୁଜବଳ ମାଝୀଙ୍କ ଅଧକ୍ଷତାରେ ପିସିସି କାର୍ଯ୍ୟକାରି ସଭାପତି ଜେଟି କୁସୁମ କୁମାର ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | ବୈଠକରେ ନବରଙ୍ଗପୁର ଜିଲ୍ଲା ସହ ଦଶ ଗୋଟି ବ୍ଲକର ସଭାପତି ନେଇ ଆଲୋଚନା ହୋଇଥିଲା | ବୈଠକରେ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ |
Read More News
T & CPrivacy PolicyContact Us