Download Now Banner

This browser does not support the video element.

ନର୍ଲା: ଶ୍ରୀପାଲି ଗ୍ରାମର ଜଣେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ସୂଚନା

Narala, Kalahandi | May 25, 2025
ନର୍ଲା ଥାନା ଅଞ୍ଚଳର ଜଣେ ନା ବାଳିକା କୁ ଶ୍ରୀ ପାଲି ଗ୍ରାମର ଜଣେ ଯୁବକ ଗତ କିଛି ଦିନ ତଳେ ଶାରିରୀକ ଶୋଷଣ କରିଥିଲା ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା ଅଭିଯୋଗ ପରେ ଆଜି ଶନିବାର ଦିନ ସକାଳ 6 ଘଣ୍ଟା ସମୟରେ ଅଭିଯୁକ୍ତ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି
Read More News
T & CPrivacy PolicyContact Us