This browser does not support the video element.
ଝାରସୁଗୁଡା: ଜ୍ୟାକ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଏମସିଏଲ ଅଡିଟୋରିୟମରେ ଇଣ୍ଟର ସ୍କୁଲ ଗ୍ରୁପ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ, ଯୋଗଦେଲେ ସ୍ଥାନୀୟ ବିଧାୟକ
Jharsuguda, Jharsuguda | Aug 24, 2025
ଝାରସୁଗୁଡା ଜିଲ୍ଲା ମାରବାଡି ପଡା ସ୍ଥିତ ଜ୍ୟାକ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଝାରସୁଗୁଡା ସହର ସ୍ଥିତ ଏମ୍ସିଏଲ ଅଡିଟୋରିୟମ ଠାରେ ଇଣ୍ଟର ସ୍କୁଲ ଗ୍ରୁପ ଡ୍ୟାନ୍ସ ପ୍ରତିଯୋଗିତା ଓ ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି କାର୍ଯ୍ୟକ୍ରମ ଆଜି ଦିନ ଗୋଟାଏ ସମୟରୁ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ବିଦ୍ୟାଳୟ ର ପ୍ରତିଯୋଗିଙ୍କୁ ନେଇ ଆୟୋଜିତ ଇଣ୍ଟର ସ୍କୁଲ ଗ୍ରୁପ ଡ୍ୟାନ୍ସ ପ୍ରତିଯୋଗିତାରେ ଅନେକ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦାନ କରିବାକୁ ଥିବା ବେଳେ ଅନ୍ୟାନ୍ୟ