Download Now Banner

This browser does not support the video element.

ବୀରମିତ୍ରପୁର: ନୂଆଗାଁ ବ୍ଲକ ପରିସରରେ ଥିବା ସଭାଗୃହରେ ବ୍ଲକସ୍ତରୀୟ ଟାକ୍ସ ଫୋର୍ସ ବୈଠକ ଅନୁଷ୍ଠିତ।

Biramitrapur, Sundargarh | Oct 9, 2025
ନୂଆଗାଁ ବ୍ଲକ ପରିସରରେ ଥିବା ସଭାଗୃହରେ ବ୍ଲକସ୍ତରୀୟ ଟାକ୍ସ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି।ହାତୀବାରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ଏମ.ଡି ହଲିମଙ୍କ ତତ୍ତ୍ଵାବଧାନରେ ଆରମ୍ଭ ହୋଇଥିଲା।ଏଥିରେ ନୂଆଗାଁ ବିଡ଼ିଓ ଜ୍ୟୋତି ବିକାଶ ଦାଶ,ବ୍ଲକ ଅଧ୍ୟକ୍ଷା ବିଶ୍ବାସୀ ଟପ୍ନୋ,ନୂଆଗାଁ ଜିଲ୍ଲାପରିଷଦ 'କ' ସଭ୍ୟା ଜ୍ୟୋତି ଦଳରସା ଟେଟେ,ଏବିଇଓ ବନମାଳୀ ମଲ୍ଲିକ ତଥା ବିଭିନ୍ନ ବିଭାଗର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us