Download Now Banner

This browser does not support the video element.

ବଲାଙ୍ଗୀର: ଯମୁନା ବାହାଲ ଗୁଢ଼ୀଘାଟରେ ବାଇକ ଦୁର୍ଘଟଣା ଜଣେ ଗୁରୁତର ଭୀମଭୋଇ ମେଡିକାଲରେ ଭର୍ତ୍ତି

Balangir, Balangir | Sep 1, 2025
ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ଥାନା ଅନ୍ତର୍ଗତ ଯମୁନା ବାହାଲ ଗୁଢ଼ୀ ଘାଟ ଠାରେ ଏକ ବାଇକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଜଳନ୍ଦର ନାଗ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆଜି ରାତି 10ଟା ସମୟରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବାଇକ ର ତୀବ୍ର ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟି ଥିବା ଅନୁମାନ କରା ଯାଉଚି ପୋଲିସ ଘଟଣାର ତଦନ୍ତ କରୁଛି।
Read More News
T & CPrivacy PolicyContact Us