This browser does not support the video element.
ବରଗଡ: ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ନ ଦେଇ ଚାଲିଗଲେ ସ୍ଵାସ୍ଥ୍ୟ ମନ୍ତ୍ରୀ
Bargarh, Bargarh (Baragarh) | Aug 27, 2025
ବୁଧବାର ଅପରାହ୍ନ 2.10 ଘଣ୍ଟା ସମୟରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ନ ଦେଇ ଫେରାର ହେଲେ ମନ୍ତ୍ରୀ | ବରଗଡ଼ରେ ଅନୁଷ୍ଠିତ ପିଏମ କିସାନ ଯୋଜନା କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଯୋଗଦାନ କରିଥିଲେ | ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ସରିବା ପରେ ଗତକାଲି ମିଲର୍ସଙ୍କ ସହ ଯୋଗାଣ ଅଧିକାରୀ ଓ ଏମପି ବୈଠକରେ ଯୋଗଦାନ କରିଥିବା ପ୍ରଶ୍ନ କରିଥିଲେ ସାମ୍ବାଦିକ ମାନେ ପ୍ରଶ୍ନ ଶୁଣିବା ପରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଫେରାର ମାରିଥିଲେ ।