Download Now Banner

This browser does not support the video element.

ସତ୍ୟବାଦୀ: ଷୋଳପୁର କେନାଲ ବନ୍ଧ ନିକଟରେ ଥିବା ଦଳ ପୋଖରୀରୁ ବିପୁଳ ପରିମାଣର ମଦପୋଚ ନଷ୍ଟ ମାମଲା, ଗିରଫ ୨ ଅଭିଯୁକ୍ତଙ୍କୁ କରାଗଲା କୋର୍ଟଚାଲାଣ

Satyabadi, Puri | Sep 8, 2025
ଗତକାଲି ମଧ୍ୟାହ୍ନ ୧୨ଟାରେ ସତ୍ୟବାଦୀ ଥାନା ଅନ୍ତର୍ଗତ ଷୋଳପୁର କେନାଲ ବନ୍ଧ ନିକଟରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ମଦ ପୋଚ ନଷ୍ଟ କରାଯିବା ସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥବାବେଳେ ଆଜି ପୂର୍ବାହ୍ନ ୧୦ଟାରେ ସେମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଷୋଳପୁର ଗ୍ରାମର ବିଭୂତି ଭୂଷଣ ବେହେରା ଓ ଦୁର୍ଯ୍ୟୋଧନ ବେହେରା ବୋଲି ପୋଲିସ ସୂଚନା ଦେଇଛି।
Read More News
T & CPrivacy PolicyContact Us