Download Now Banner

This browser does not support the video element.

ଜଗତସିଂହପୁର: ଜିଲ୍ଲା ପରିଷଦ କାର୍ଯ୍ୟଳୟ ସଭାଗୃହରେ ଦିଶା ବୈଠକ ଅନୁଷ୍ଠିତ

Jagatsinghapur, Jagatsinghpur | Sep 2, 2025
ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟଳୟ ସଭାଗୃହରେ ଦିଶା ମିଟିଂ ଅନୁଷ୍ଠିତ । ଆଜି ଦିନ ୧ ଘଟିକାରେ ସାଂସଦ ଡ଼ଃ ବିଭୁପ୍ରସାଦ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମନ୍ତ୍ରୀ ସମ୍ପଦ ସ୍ବାଇଁ ,ଜିଲ୍ଲାପାଳ ଜେ ସୋନାଲ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ ,ବିଧାୟକ ଶାରଦା ଜେନା, ରମାକାନ୍ତ ଭୋଇ, ପୋୖରାଧ୍ୟକ୍ଷା ଅର୍ଚ୍ଚନା ସିଂହ ପ୍ରମୁଖ ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us